ବିଜେପି ଓ ବିଜେଡି ଉଭୟଙ୍କ ପରକୀୟା ପ୍ରୀତି : ସୁର ରାଉତରାୟ

ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତି ତଳେ ବିଜେପିର ୪ ଘଣ୍ଟିଆ ସତ୍ୟାଗ୍ରହ ପ୍ରସଙ୍ଗ ଭୁବନେଶ୍ବର: ରାଜ୍ୟରେ ବଢୁଥିବା ମହିଳା ହିଂସା ଓ ନେତା ମନ୍ତ୍ରୀମାନଙ୍କ ଅପରାଧରେ ସମ୍ପୃକ୍ତି ପ୍ରସଙ୍ଗକୁ ନେଇ ୨୬ ତାରିଖରେ ବିଜେପିର ସତ୍ୟାଗ୍ରହକୁ ନେଇ ବିଜେଡି ଉପସଭାପତି ଦେବୀ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ରାଜନୈତିକ ଦଳ ଭାବେ ବିଜେପି ତାର କାର୍ଯ୍ୟକ୍ରମ କରିପାରେ। ହେଲେ ଅଭିଯୋଗ ଆଣିବା ଆଧାରରେ ବିଜେପି କେବଳ ଅଭିଯୋଗ କରୁଛି। ୟୁପିରେ କେନ୍ଦ୍ର … Continue reading ବିଜେପି ଓ ବିଜେଡି ଉଭୟଙ୍କ ପରକୀୟା ପ୍ରୀତି : ସୁର ରାଉତରାୟ